ଚିଟ୍‌ଫଣ୍ଡ୍‌  ଠକେଇ: ଆଶୀର୍ବାଦ ମଲ୍‌ଟି ପର୍ପସ କମ୍ପାନୀର ନିର୍ଦ୍ଦେଶକ ଗିରଫ

chitfund

ଭୁବନେଶ୍ୱର: ଆଶୀର୍ବାଦ ମଲ୍‌ଟି ପର୍ପସ କୋ ଅପରେଟିଭ୍ ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଆଜି ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ସୁବାସ ଶ୍ରୀଚନ୍ଦନ। ତାଙ୍କୁ କ୍ରାଇମବ୍ରାଞ୍ଚ ଇଓଡ୍ଲୁ ପକ୍ଷରୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଏହି ଚିଟ୍‌ଫଣ୍ଡ୍‌ ସଂସ୍ଥା ୧୦ କୋଟି ଟଙ୍କା  ଠକେଇ  ନେଇଥିବା ଅଭିଯୋଗ ହୋଇଛି।

ଏହା ପୂର୍ବରୁ ସଂସ୍ଥାର  ଦୁଇ ଜଣ ଅଧିକାରୀଙ୍କୁ ପୋଲିସ୍ ଗିରଫ କରିଥିଲା।

Previous ArticleNext Article

Send this to a friend