ଚୌଦ୍ୱାର ଅବକାରୀ ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଚୌଦ୍ୱାର ଅବକାରୀ ସବ୍‌ଇନ୍ପପେକ୍ଟର ଲକ୍ଷ୍ଣଣ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଶିଶୁପାଳଗଡ଼, ଆଇଗିଣିଆ, ବାଲିପାଟଣା ଘର ସହ ମୋଟ ୪ଟି ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଜମି କାଗଜପତ୍ର, ବ୍ୟାଙ୍କ୍ ପାସ୍‌ବୁକ୍ ଜବତ କରାଯାଇଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

vigilance

vigilance

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 02:29 PM IST

Sports

Latest News

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଚୌଦ୍ୱାର ଅବକାରୀ ସବ୍‌ଇନ୍ପପେକ୍ଟର ଲକ୍ଷ୍ଣଣ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଶିଶୁପାଳଗଡ଼, ଆଇଗିଣିଆ, ବାଲିପାଟଣା ଘର ସହ ମୋଟ ୪ଟି ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଜମି କାଗଜପତ୍ର, ବ୍ୟାଙ୍କ୍ ପାସ୍‌ବୁକ୍ ଜବତ କରାଯାଇଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos