ଖେଳଣା ବନ୍ଧୁକ ଦେଖାଇ ସେସୁ କର୍ମଚାରୀଙ୍କଠାରୁ ୮ ଲକ୍ଷ ଲୁଟ୍

station

କଟକ: କଟକ ଜଗତପୁର ଖଇରାପୋଲ ନିକଟରେ ଗତକାଲି ଖେଳଣା ବନ୍ଧୁକ ଦେଖାଇ ସେସୁ କର୍ମଚାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଜଗତପୁର ଥାନାରେ ଅଭିଯୋଗ ହୋଇଛି।

ସେସୁ କର୍ମଚାରୀମାନେ ବିଦ୍ୟୁତ୍ ବିଲ୍ ଆଦାୟ କରି ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ କଳା ପଲ୍‌ସର୍‌ରେ ଆସି ଖେଳଣା ବନ୍ଧୁକ ଦେଖାଇ ସେମାନଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Previous ArticleNext Article

Send this to a friend