ଏସ୍‌ସିବିରୁ ଶିଶୁ ଚୋରି ଘଟଣା: ସନ୍ଦିଗ୍ଧଙ୍କ ଫଟୋ ଜାରି

cuttack Pila

କଟକ: କଟକ ଏସ୍‌ସିବି ମେଡିକାଲରୁ ନବଜାତ ଶିଶୁ ଚୋରି ଘଟଣାରେ ସନ୍ଦିଗ୍ଧ ମହିଳାଙ୍କ ଫଟୋ ଜାରି କରିଛି ମଙ୍ଗଳାବାଗ ପୋଲିସ୍‌। ଏଥିସହ ସନ୍ଦିଗ୍ଧଙ୍କ ଫଟୋକୁ ମେଡ଼ିକାଲ ଓ ବିଭିନ୍ନ ବସ୍ତିରେ ପୋଲିସ୍‌ ଲଗାଇଛି।

ଗତ ଦୁଇ ତାରିଖରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଗାଁର ପୁଷ୍ପା ପାତ୍ର ତାଙ୍କ ନବଜାତ ଶିଶୁ ପୁତ୍ରକୁ ଏସ୍‌ସିବିକୁ ପୋଲିଓ ବୁନ୍ଦା ଖୁଆଇବାକୁ ଆଣିଥିଲେ। ତେବେ ଜଣେ ସନ୍ଦିଗ୍ଧ ମହିଳା ଶିଶୁକୁ ଚୋରି କରିନେଇଥିବା ଅଭିଯୋଗ କରିଥିଲେ।

Previous ArticleNext Article

Send this to a friend