କଟକରେ ସେକ୍ସ ରାକେଟ ଠାବ

sex-racket

କଟକ: କଟକ କମିଶନରେଟ୍‌ ପୋଲିସ୍‌ ଆଜି ରାଣୀହାଟର ଟୁଙ୍ଗୀରୁ ସେକ୍ସ ରାକେଟ୍ ଠାବ କରିଛି। ଏହି ଘଟଣାରେ ଦୁଇ ଦେହଜୀବୀ ଓ ଚାରି ଜଣ ଗ୍ରାହକଙ୍କୁ ପୋଲିସ୍‌ ଗିରଫ କରିବା ସହିତ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି। ଗିରଫ ଦୁଇ ମହିଳା ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।

ଦୀର୍ଘ ଦିନ ଧରି ସେକ୍ସ ରାକେଟ୍ ଚାଲୁଥିବା ଜଣାପଡ଼ିଛି।

Previous ArticleNext Article

Send this to a friend