ରେଳବାଇରେ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

handcuffs

ଭୁବନେଶ୍ୱର: ପୂର୍ବତଟ ରେଳବାଇରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶ୍ୱନାଥ ସାହୁଙ୍କୁ ଗିରଫ କରିଛି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ପୋଲିସ୍। ବିଶ୍ୱନାଥଙ୍କୁ ଯାଜପୁରରୁ ଗିରଫ କରିଛି।

ରେଳବାଇରେ ଚାକିରି କରାଇ ଦେବା ନାଁରେ ସେ କିଛି ଯୁବକଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ପୋଲିସ୍ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଛି।

Previous ArticleNext Article

Send this to a friend