ଜମି ଦେବା ନାଁରେ ୬୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, ଆପୋଲୋ ଇନଫ୍ରାର ୨ ନିର୍ଦ୍ଦେଶକ ଗିରଫ

handcuffs

ଭୁବନେଶ୍ୱର: ଜମି ଦେବା ନାଁରେ ୬୧ ଲକ୍ଷ ଟଙ୍କାର ଠକେଇ ମାମଲାରେ ଆପୋଲୋ ଇନଫ୍ରାର ୨ ନିର୍ଦ୍ଦେଶକ ସୁଧାନିଧି ପଟ୍ଟନାୟକ ଓ ଅବନୀକାନ୍ତ ମିଶ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)।

Previous ArticleNext Article

Send this to a friend