ଗୁଣପୁର: ଗଞ୍ଜେଇ ଜବତ, ୩ ଗିରଫ

gunupur

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ୪୩ କେଜି ୪୦୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ କାର୍‌ ଜବତ କରିଛି। ଗିରଫ ଯୁବକମାନେ ହେଲେ ଗଜପତି ଜିଲ୍ଲା ଖାଣ୍ଡୁବା ଅଞ୍ଚଳର ନରେନ୍ଦ୍ର, କିଶୋର ଓ ଅଭିରାମ। ଏମାନେ କାରରେ ଗଞ୍ଜେଇ ନେଇ ଯାଉଥିବା ଅବକାରୀ ବିଭାଗ ଜାଣିପାରି ଚାଲକମ୍ମା ନିକଟରୁ ସେମାନଙ୍କୁ ଗିରଫ କରିଥିଲା।

Previous ArticleNext Article

Send this to a friend