କୁଖ୍ୟାତ ଏଟିଏମ୍ ଲୁଟେରା ଜନ୍ମେଜୟ ଗିରଫ

arrested

ଯାଜପୁର: କୁଖ୍ୟାତ ଏଟିଏମ୍ ଲୁଟେରା ଜନ୍ମେଜୟ ପ୍ରଧାନକୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ୍। ତାକୁ ବାଲିପଡ଼ିଆ ଗାଁରୁ ଗିରଫ କରିଛି ପୋଲିସ୍। ତା’ଘରୁ ଏକ ଲକ୍ଷ ଚାଲିଶ ହଜାର ଟଙ୍କା ସହ ଗୋଟିଏ କାର୍‌, ଗୋଟିଏ ବାଇକ୍ ଓ ସୁନାଗହଣା ଜବତ କରିଛି।

Previous ArticleNext Article

Send this to a friend