ଲାଞ୍ଚ ହେଲା କାଳ, ଭିଜିଲାନ୍ସ ଜାଲରେ ଭିଏଲ୍‌ଡବ୍ଲ୍ୟୁ

vmw

ଭଦ୍ରକ:  ଲାଞ୍ଚ ନେବା ତିହିଡ଼ି ଶ୍ୟାମସୁନ୍ଦରପୁର ଭିଏଲ୍‌ଡବ୍ଲ୍ୟୁ ନରହରି ଆଇଚ ପାଇଁ କାଳ ହୋଇଛି। ୫ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଇନ୍ଦିରା ଆବାସ ଘର କରାଇ ଦେବା ପାଇଁ ନରହରି ଲାଞ୍ଚ ମାଗିଥିଲେ।

 

SHARE THIS

RELATED ARTICLES

LEAVE COMMENT