ନବରଙ୍ଗପୁର: ନବମ ଶ୍ରେଣୀ ଛାତ୍ରୀଙ୍କୁ ଧର୍ଷଣ ଅଭିଯୋଗ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଧର୍ଷଣ କରିବା ଅଭିଯୋଗରେ ତୁମ୍ବିଲା ଗାଁର କେଶରୀ ହରିଜନଙ୍କୁ ପୋଲିସ୍ ଗିରଫ କରିଛି। ଟାଉନ୍ ଥାନା ଆଇଆଇସି ରମେଶଚନ୍ଦ୍ର ବିଷୋୟୀ କହିଛନ୍ତି ଯେ ଶୁକ୍ରବାର ଦିନ ଅଭିଯୁକ୍ତ ଏହି ଝିଅଟିକୁ ନେଇ ଫେରାର ହୋଇଯାଇଥିଲା। ଖୋଗାଖୋଜି କରିବା ପରେ ଝିଅକୁ ନପାଇବାରୁ ତାଙ୍କ ଘର ଲୋକେ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ରଜଡ଼ା ଗାଁରୁ ଅଭିଯୁକ୍ତ […]

nabarangpurthana

nabarangpurthana

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 09:54 AM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଧର୍ଷଣ କରିବା ଅଭିଯୋଗରେ ତୁମ୍ବିଲା ଗାଁର କେଶରୀ ହରିଜନଙ୍କୁ ପୋଲିସ୍ ଗିରଫ କରିଛି।

ଟାଉନ୍ ଥାନା ଆଇଆଇସି ରମେଶଚନ୍ଦ୍ର ବିଷୋୟୀ କହିଛନ୍ତି ଯେ ଶୁକ୍ରବାର ଦିନ ଅଭିଯୁକ୍ତ ଏହି ଝିଅଟିକୁ ନେଇ ଫେରାର ହୋଇଯାଇଥିଲା। ଖୋଗାଖୋଜି କରିବା ପରେ ଝିଅକୁ ନପାଇବାରୁ ତାଙ୍କ ଘର ଲୋକେ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ରଜଡ଼ା ଗାଁରୁ ଅଭିଯୁକ୍ତ ଓ ଉକ୍ତ ଝିଅକୁ ଠାବ କରାଯାଇଥିଲା। ଝିଅଟି କହିଛି ଯେ ଅଭିଯୁକ୍ତ ତାକୁ ଭଲ ପାଏ କହି ତା’ସହିତ ଶାରୀରିକ ସଂପର୍କ ରଖିଥିଲେ। ଏହା ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story