ଖାଦ୍ୟରେ ନିଶା ଦେଇ ଯୁବକଙ୍କଠାରୁ ଟଙ୍କା ଓ ଲାପଟପ୍ ଲୁଟ୍‌

loot

ଭୁବନେଶ୍ୱର: ସୋନପୁରରୁ ସରକାରୀ ବସ୍‌ରେ ବରମୁଣ୍ଡା ଆସୁଥିବା ଜଣେ ଯୁବକଙ୍କୁ  ଖାଦ୍ୟରେ ନିଶା ଦେଇ ତାଙ୍କ ଠାରୁ ଲାପଟପ୍‌ ଓ ଟଙ୍କା ଦୁ‍ର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଯୁବକ ଜଣଙ୍କ ହେଲେ ସୋନପୁରର ବିରେନ ସନ୍ୟାସୀ।

ଏନେଇ ବିରେନ ନୟାପଲ୍ଲୀରେ ଥାନା ଅଭିଯୋଗ କରିଛନ୍ତି।

Previous ArticleNext Article

Send this to a friend