ପୁରୀ: ନିଷିଦ୍ଧାଞ୍ଚଳରୁ ୪ ଟ୍ରଲର ଜବତ, ୩୨ ଗିରଫ

crimestopperslogo

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣ ନିକଟ ନିଷିଦ୍ଧାଞ୍ଚଳରୁ ବେଆଇନ ମାଛ ଧରୁଥିବା ଅଭିଯୋଗରେ କୋଷ୍ଟଗାର୍ଡ ୪ଟି ଟ୍ରଲର ଜବତ କରିବା ସହ ୩୨ ଜଣଙ୍କୁ ଗିରଫ କରିଛି।

ଜବତ ଟ୍ରଲର ଓ କର୍ମଚାରୀଙ୍କୁ ଅସ୍ତରଙ୍ଗ ବନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କ ବିରୋଧରେ ମେରାଇନ ଫିସରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଜବତ ଟ୍ରଲର ଗୁଡିକ ବାଲେଶ୍ୱର ଓ ପରାଦୀପ ଅଞ୍ଚଳର ବୋଲି ଜଣାପଡିଛି।

Previous ArticleNext Article

Send this to a friend