ପୁରୀ ଟ୍ରେନ ପୋଡ଼ି ଘଟଣା: ସୁବାସ ରାମଚନ୍ଦ୍ରନଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କଲା ଜିଆର୍‌ପି

puri train-podi-ra-mukya-abhijukta-subas

ପୁରୀ: ପୁରୀ ସିରିଜି ଟ୍ରେନ ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନକୁ ଆଜି ପୁରୀ ଏସଡିଜେଏମଙ୍କ କୋର୍ଟରେ ହାଜର କରିଛି ଜିଆରପି। ଜିଆରପି ପକ୍ଷରୁ ତା’ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଆସନ୍ତା ୨୩ ତାରିଖରେ ମାମଲାର ଶୁଣାଣି ହେବ। ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ସୁବାସକୁ ଏନଆଇଏ ରିମାଣ୍ଡରେ ନେଇଥିଲା। ତେବେ ଆତଙ୍କବାଦୀ ସହ ତା’ର ଲିଙ୍କ୍ ନ ଥିବା ଜଣାପଡିବା ପରେ ସ୍ଥାନୀୟ ଜିଆରପିକୁ ହସ୍ତାନ୍ତର କରିଥିଲା ଏନଆଇଏ।

Previous ArticleNext Article

Send this to a friend