ରାଜଧାନୀରେ ସେକ୍ସ ରାକେଟ୍‌ ଠାବ, ୨ ଗ୍ରାହକଙ୍କୁ ଧରିଲା ପୋଲିସ୍

giraf

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର ନିକଟ ଜାତୀୟ ରାଜପଥ କଡ଼ରୁ କମିଶନରେଟ୍ ପୋଲିସ୍ ଶନିବାର ଏକ ସେକ୍ସ ରାକେଟ୍ ଠାବ କରିଛି। ଚଢ଼ଉ ବେଳେ  ୨ଜଣ ଗ୍ରାହକଙ୍କୁ ପୋଲିସ୍ ଧରିଛି। ଏଥିସହ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏଠାରେ ବେଆଇନ୍ ଭାବେ ସେକ୍ସ କାରବାର ଚାଲୁଥିବା ନେଇ  ପୋଲିସ୍‌ ନିକଟରେ ଅଭିଯୋଗ ରହିଥିଲା।

Previous ArticleNext Article

Send this to a friend