ରାଉରକେଲା: ୫ ବର୍ଷ ବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

raulkela

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ୍‌ ନିକଟ ଏକ ରେଳବାଇ କ୍ୱାର୍ଟର୍ସ ପଛ ପଟୁ ଜଣେ ୫ ବର୍ଷ ବଳକର ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତା’ ନାଁ ରୋହିତ ସମଦ।

ଗତକାଲିଠାରୁ ରୋହିତ ନିଖୋଜ ଥିଲା। ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ପୋଲିସ୍ ଘଟଣାର ଅନୁସନ୍ଧାନ କରୁଛି।

Previous ArticleNext Article

Send this to a friend