ରେଢ଼ାଖୋଲ ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସ ଚଢାଉ

redhakhol

ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଢ଼ାଖୋଲ ଡିଏଫ୍‌ଓ ସନ୍ତୋଷ ବଞ୍ଛୋରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ରେଢ଼ାଖୋଲରେ ଥିବା ତାଙ୍କ ସରକାରୀ ବାସଭବନ ସହ କେନ୍ଦ୍ରାପଡା, ସୁନ୍ଦରଗଡ଼ ଓ ଭୁବନେଶ୍ୱର ଘର ଉପରେ ମଧ୍ୟ ଏକକାଳୀନ ଚଢାଉ କରାଯାଇଛି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ଜଣାପଡିନାହିଁ।

Previous ArticleNext Article

Send this to a friend