ସ୍ୱାସ୍ଥ୍ୟଗତ କାରଣରୁ ହାଜର ହେଲେନି ସୋଆର ଟ୍ରଷ୍ଟି ଶାଶ୍ୱତୀ

sum

ଭୁବନେଶ୍ୱର: ସ୍ୱାସ୍ଥଗତ କାରଣରୁ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲାରେ ସୋଆ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ମନୋଜ ନାଏକଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ଭଉଣୀ ଆରତୀ ନାୟକ ଆଜି କମିଶନରେଟ୍‌ ପୋଲିସ୍‌ ନିକଟରେ ହାଜର ହୋଇନାହାନ୍ତି। ଆସନ୍ତାକାଲି ସେମାନେ ହାଜର ହେବେ ବୋଲି ଜଣାପଡ଼ିଛି।

୭ ଦିନ ମଧ୍ୟରେ ହାଜର ହେବାକୁ ସେମାନଙ୍କୁ ପୋଲିସ୍‌ ନୋଟିସ୍‌ କରିଥିଲା।

Previous ArticleNext Article

Send this to a friend