ଝାରସୁଗୁଡ଼ା ରିଜର୍ଭ ପୋଲିସର ହାବିଲଦାର ବିକ୍ରମ ମଲ୍ଲିକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

chitfund

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ରିଜର୍ଭ ପୋଲିସର ହାବିଲଦାର ବିକ୍ରମ ମଲ୍ଲିକଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିକ୍ରମଙ୍କ ଦେବାଡିହି ଘର,ଭାଇ ଓ ଶ୍ୱଶୁର ଘରେ ଏକାକାଳୀନ  ଚଢ଼ାଉ କରାଯାଇଛି।

ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ ବିକ୍ରମ ଏବେ ଜେଲରେ ଅଛନ୍ତି।

 

 

Previous ArticleNext Article

Send this to a friend