ଖାଦ୍ୟ ଯୋଗାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଓ ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଜଣେ ପ୍ରଧାନଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ଖାଦ୍ୟ ଯୋଗାଣ ବିଭାଗର ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ଚଢ଼ାଉ କରାଯାଇଛି। ଖୋର୍ଦ୍ଧାର ଜଣେ ଅବସରପ୍ରାପ୍ତ ଆୟୁର୍ବେଦିକ ଡାକ୍ତରଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ନବରଙ୍ଗପୁର ଜିଲ୍ଲା ସିରିସି ଆଶ୍ରମ ସ୍କୁଲ୍ ପ୍ରଧାନଶିକ୍ଷକ ସୁରେନ୍ଦ୍ର ଦୀପଙ୍କ ସ୍କୁଲ୍ ପରିସର ସ୍ଥିତ ଅଫିସ୍ ଓ ମେଦ୍ରିସାହି ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ […]

nabarangpur

nabarangpur

Rakesh Mallick
  • Published: Friday, 16 December 2016
  • Updated: 16 December 2016, 12:57 PM IST

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଜଣେ ପ୍ରଧାନଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ଖାଦ୍ୟ ଯୋଗାଣ ବିଭାଗର ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ଚଢ଼ାଉ କରାଯାଇଛି। ଖୋର୍ଦ୍ଧାର ଜଣେ ଅବସରପ୍ରାପ୍ତ ଆୟୁର୍ବେଦିକ ଡାକ୍ତରଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

ନବରଙ୍ଗପୁର ଜିଲ୍ଲା ସିରିସି ଆଶ୍ରମ ସ୍କୁଲ୍ ପ୍ରଧାନଶିକ୍ଷକ ସୁରେନ୍ଦ୍ର ଦୀପଙ୍କ ସ୍କୁଲ୍ ପରିସର ସ୍ଥିତ ଅଫିସ୍ ଓ ମେଦ୍ରିସାହି ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କର ଏକ ଚାରି ମହଲା ବାସଭବନ ସହିତ ଏକ ନିର୍ମାଣାଧୀନ ଘର ରହିଛି। ଭିଜିଲାନ୍ସର କୋରାପୁଟ ଡିଭିଜନ୍ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଛି।

ସେହିପରି ଖାଦ୍ୟ ଯୋଗାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ନରେନ୍ଦ୍ର ରାଉତଙ୍କ ସୋରସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ଡିଏସ୍‌ପି ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଚଢ଼ାଉ କରିଛି। ତାଙ୍କ ଘରୁ ବହୁ ପରିମାଣରେ ଟଙ୍କା ସୁନା ଜବତ କରାଯାଇଥିବା ଜଣାପଡ଼ିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା କେଶପୁରର ଶିକ୍ଷୟିତ୍ରୀ ସଂଯୁକ୍ତା କୁମାରୀ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ତାଙ୍କର ଭୁବନେଶ୍ୱର ଓ ଖୋର୍ଦ୍ଧା ସ୍ଥିତ ୪ଟି କୋଠା ସହିତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଆୟୁର୍ବେଦିକ ଡାକ୍ତର ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ଓ ନାଚୁଣୀ ନୟାକୋଟ ସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହା ସହିତ ନାଚୁଣୀସ୍ଥିତ ତାଙ୍କ କ୍ଲିନିକ୍ ଓ ଔଷଧ ଦୋକାନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story