ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିବା ଘଟଣା ଉପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ- ସମାନ ପ୍ରସଙ୍ଗରେ ବିକ୍ଷୋଭ କରୁଥିବା ବିଜେଡି କର୍ମୀ ଗିରଫ ହୋଇ ନଥିଲେ, କଂଗ୍ରେସ କର୍ମୀଙ୍କୁ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛି

ମାଲକାନଗିରି: ଖାପ୍ ପଞ୍ଚାୟତ ନିଷ୍ପତ୍ତିକୁ ବିରୋଧ କରି MV-20ର ଦିବାକର ବେପାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ, ଆତ୍ମହତ୍ୟା ପୂର୍ବରୁ ଭିଡିଓ ଭାଇରାଲ୍, ଏଥିରେ ଆତ୍ମହତ୍ୟା ଲାଗି ୩ ଜଣଙ୍କୁ ଦାୟୀ କରିଛନ୍ତି