ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ: ଦଳରେ ସ୍ଥାନ ପାଇଲେ ଓଡ଼ିଶାର ୨ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ; ଜୁନ୍ ୨୩ରୁ ନେଦରଲାଣ୍ଡରେ ହେବ ଚାମ୍ପିୟନ୍ସ ଟ୍ରଫି ହକି

ଯାଜପୁର: ବିଞ୍ଝାରପୁର ପଦାସାହିରେ ବିଷ ପିଇ ଗୋଟିଏ ପରିବାରର ମାଆ ଓ ୨ ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ; ଡାକ୍ତରଖାନାରେ ଭର୍ତ୍ତି, ୩ ଦିନ ତଳେ କେରଳରେ ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ ସମସ୍ତେ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ୨ନଂ ଲଞ୍ଚପ୍ୟାଡ୍‌ରୁ ମଲ୍ଟି ବ୍ୟାରେଲ୍ ରକେଟ୍‌ ‘ପିନାକ’ର ହେଲା ପରୀକ୍ଷଣ; ସକାଳ ୧୦ଟା ୩୦ରୁ ୪୦ ମଧ୍ୟରେ ଗୋଟିଏ ରାଉଣ୍ଡ ପରୀକ୍ଷଣ, ଗତକାଲି ମଧ୍ୟ ରକେଟ୍ ପିନାକର ପରୀକ୍ଷଣ ହୋଇଥିଲା