ବରଗଡ଼: ପଦ୍ମପୁର ଘେଁସ ନିକଟ ବ୍ରିଜ୍‌ରେ ପିଟି ହେଲା ପିକ୍‌ଅପ୍ ଭ୍ୟାନ୍; ଜଣେ ମୃତ, ୪ ଶିଶୁ ସମେତ ୧୬ଗୁରୁତର, ଏମାନେ ନୂଆପଡ଼ା ଜିଲ୍ଲା ବାବୁପାଲି ଅଞ୍ଚଳର, କେନ୍ଦୁପତ୍ର ତୋଳିବାକୁ ଦେବଗଡ଼ ଯାଉଥିଲେ

କାଳବୈଶାଖୀ ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର: ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର,ବୌଦ୍ଧ, ବରଗଡ଼, ସୋନପୁର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାବାସୀଙ୍କୁ ସକାଳ ସାଢ଼େ ୯ ଯାଏଁ ସତର୍କ ରହିବାକୁ ପରାମର୍ଶ