ବାରିପଦା: ସ୍ୱାମୀ-ସ୍ତ୍ରୀ ବିବାଦର କରୁଣ ପରିଣତି; ସ୍ୱାମୀଙ୍କ ସହ ମତାନ୍ତର କାରଣରୁ ଘରେ ଭିତର ପଟୁ କବାଟ ବନ୍ଦ କରି ପ୍ରସବ କଲେ ସ୍ତ୍ରୀ, ବାପ ଘର ଲୋକ କବାଟ ଭାଙ୍ଗି ଉଦ୍ଧାର କଲେ, ଡାକ୍ତରଖାନା ନେବା ବାଟରେ ମହିଳାଙ୍କ ମୃତ୍ୟୁ, ନବଜାତ ଡାକ୍ତରଖାନାରେ ଭର୍ତ୍ତି