ଚିତ୍ରକୋଣ୍ଡା: ଗୁରୁପ୍ରିୟା ସେତୁର ଅନୁଧ୍ୟାନ କରି ଫରିଲେ CRRI ର ୭ ଜଣିଆ ଟିମ୍, ଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ଏହି କେନ୍ଦ୍ରୀୟ ଟିମ୍, ଗତ ୩୦ରେ ଗୁରୁପ୍ରିୟା ସେତୁର ଅନୁଧ୍ୟାନ ଆରମ୍ଭ ହୋଇଥିଲା