ଯାଜପୁର: ଧର୍ମଶାଳା ଥାନା ସାଲେପୁର ଗାଁ ବୁଦା ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର; କାନ୍ଦ ଶୁଣି ଉଦ୍ଧାର କଲେ ଲୋକେ, ଡାକ୍ତରଖାନାରେ ଭର୍ତ୍ତି, ସେହପରି ବ୍ରହ୍ମପୁର ସୋରଡ଼ା ଅଞ୍ଚଳର ଏକ ବୁଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର