ବଲାଙ୍ଗିର: ଇନପୁଟ୍‌ ସବସିଡ୍ ହେରଫେର୍ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ; ଭିଏଡବ୍ଲ୍ୟୁ ସୁଶାନ୍ତ ଧରୁଆଙ୍କୁ ନିଲମ୍ବନ କଲେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ,ଆଗଲପୁର ବ୍ଳକ୍ ବଟିକା ଗାଁରେ ଇନପୁଟ୍‌ ସବସିଡ୍ ହେରଫେର ହୋଇଥିଲା

ପୁରୀ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ, ଚାବି ହଜିଥିବା ସ୍ୱୀକାର କଲା, ମନ୍ଦିର ପ୍ରଶାସନ ନିକଟରେ ମଧ୍ୟ ସେହି ଚାବି ନାହିଁ