ଜଣେ ଦଳ ବା ନେତାଙ୍କ ବିରୋଧରେ ଗଲେ ଦଳ ବିରୋଧୀ କହିବା,ବୈଜୟନ୍ତ ଦଳ କି ସଭାପତି ବିରୋଧରେ କିଛି କହିନାହାନ୍ତି, ସେ କୌଣସି ଜଣେ ପଦାଧିକାରୀଙ୍କ ପ୍ରତି ବିଷୋଦ୍‌ଗାର କରିଛନ୍ତି: ଦାମୋଦର ରାଉତ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ତଦନ୍ତ କମିଶନ ନିଯୁକ୍ତ କଲେ ରାଜ୍ୟ ସରକାର, ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ଅଧ୍ୟକ୍ଷ