ସୁନ୍ଦରଗଡ଼: ଟାଉନ୍‌ ଥାନା ଅନ୍ତର୍ଗତ ଖମାରିପଡ଼ା ସ୍ଥିତ ଏକ ବିୟର ପାର୍ଲରରେ ଜଣେ କନଷ୍ଟେବଳଙ୍କ ଉପରକୁ ଗୁଳିମାଡ଼, ତାଙ୍କ ବେକରେ ବାଜିଛି ଗୁଳି, ଗୁଳିମାଡ଼ କରିଥିବା ଯୁବକ ପତ୍ରାପଡ଼ାର କ୍ରିଷ୍ଣା ଗୁପ୍ତା