ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ଭୂମିକାରେ ଅଛନ୍ତି କି ବୋଲି ପଚରାଯିବାରେ ଦାମୋଦର ରାଉତ କହିଲେ- ଓଡ଼ିଶା ସେକ୍ରେଟାରିଏଟରେ ୪ ହଜାର କର୍ମଚାରୀ ଅଛନ୍ତି, ତା ଭିତରେ ସେ ଜଣେ ହୋଇଥିବେ, ମୁଁ ତାଙ୍କୁ କେବେ ଦେଖିନି କି ଚିହ୍ନିନି

ଛତିଶଗଡ଼ ମହାନଦୀ ପାଣି ଅଟକାଇବା କଥାକୁ ସ୍ୱୀକାର କଲେ ଧର୍ମେନ୍ଦ୍ର: କହିଲେ, ଅଣମୌସୁମୀ ସମୟରେ ଓଡ଼ିଶାକୁ ଆବଶ୍ୟକ ପାଣି ମିଳୁନି, ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରାଯିବନି,ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ, ଆମେ ସହଯୋଗ କରିବୁ