ବିଜେପିର ୧୧ ଦିନିଆ ମହିଳା ସୁରକ୍ଷା ଯାତ୍ରା ଶେଷ: ସାମ୍ୱାଦିକ ସମ୍ମିଳନୀରେ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଲେ, ୧୪୭ ବିଧାନସଭା କ୍ଷେତ୍ରକୁ ଯାଇଥିଲୁ, ୨୧୩ଟା ପଥପ୍ରାନ୍ତ ଓ ୧୫୫ଟି ସାଧାରଣ ସଭା ହୋଇଛି, ୧୦,୫୪୬ କିମି ଯାତ୍ରାରେ ୩ ଲକ୍ଷ ୬୦ ହଜାର ମହିଳାଙ୍କ ସଂପର୍କରେ ଆସିଲୁ

ପୁଣି ୩ୟ ମହଲାକୁ ଟାର୍ଗେଟ୍ କଲା ନିଖିଳ ଓଡ଼ିଶା ଠିକାଦାର ମହାସଂଘ: ସଂଘର ସଭାପତି ପ୍ରଭାତ ଦାସ କହିଲେ- ଟେଣ୍ଡରରେ ବିଭିନ୍ନ କ୍ରାଇଟେରିଆରେ ଠିକାଦାରଙ୍କୁ ହଇରାଣ କରାଯାଉଛି, ଓଡ଼ିଶା ବାହାରର ଠିକାଦାରଙ୍କୁ ନେଇ କାମ କରାଯାଉଛି, ୧୦୦ କୋଟିର କାମକୁ ୫୦୦ କୋଟି କରି ଚାନ୍ଦା ଆଦାୟ ଚାଲିଛି