ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନିଜ ଦଳ ଉପରେ ବର୍ଷିଲେ ବିଜୟ ମହାପାତ୍ର:କହିଲେ- ‘ଶଙ୍କରାଚାର୍ଯ୍ୟ ଯାହା କହିଛନ୍ତି ତାହା ସତ୍ୟ, ନିଜ ଦୋଷ ଘୋଡ଼ାଇବା ଅନୁଚିତ, ସଂସ୍କାର କାଗଜରେ ସୀମିତ, ୯ ବର୍ଷର ମିଳିତ ଶାସନରେ କେତେ ଥର ରତ୍ନଭଣ୍ଡାର ଖୋଲିଥିଲେ ବୋଲି ଉତ୍ତର ଦେବା କଥା

ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ନେଇ ଟ୍ୱିଟ୍ ଯୋଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି: କହିଲେ- ଏକ ସମୟରେ ୨ଟି ପଦବୀରେ ଜଣେ ରହିପାରିବେନି, ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଦଳୀୟ ଟିକେଟ ଦିଆଯିବ; ଯୁବକ, ମହିଳା ଏବଂ ନୂଆ ମୁହଁକୁ ବିଶେଷ ଗୁରୁତ୍ୱ ଦିଆଯିବ