ଗଞ୍ଜାମ, ଖୋର୍ଦ୍ଧା, କଟକ, ରାୟଗଡ଼ା, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର: ଅପରାହ୍ଣ ୧ଟା ୩୦ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଦ୍ୱାରା ମହିଳା ଡ୍ରଗ୍ସ ଡିଲର ନରିସା ଖାତୁନ୍‌ ଗିରଫ: ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର,୧ ଲକ୍ଷ ୬୬ ହଜାର ଟଙ୍କା ଜବତ, ରାକେଟ୍‌ର ସଂପୃକ୍ତ ଅନ୍ୟ ୬ ଜଣଙ୍କୁ ଖୋଜୁଛି ପୋଲିସ