ଭୁବନେଶ୍ୱର: ୨୩ଟି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ କଂଗ୍ରେସ ଭବନରେ ଚାଲିଛି ବୈଠକ; କୋରାପୁଟ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଅନୁପସ୍ଥିତ; ପିସିସି ସଭାପତି, ୩ କାର୍ଯ୍ୟକାରୀ ସଭାପତି, ଏଆଇସିସିର ୨ ସଂପାଦକ ଏବଂ ଜଣେ ସଂଗଠନ ସଂପାଦକ ଉପସ୍ଥିତ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳିବା ପରେ ଘନେଇଲା ରହସ୍ୟ: ଦଇତାପତି ନିଯୋଗ ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଲେ- ଡୁପ୍ଲିକେଟ ଚାବି ମିଳିବା ଆଶ୍ଚର୍ଯ୍ୟର କଥା, ସନ୍ଦେହ ସୃଷ୍ଟି ହେଉଛି, କୋଷାଗାରରେ ରହିବା କଥା, ରେକର୍ଡ଼ ରୁମ୍‌ରୁ ବାହାରିଲା କେମିତି ? ଡୁପ୍ଲିକେଟ ଚାବି ଠିକ୍ କି ନୁହଁ, ଚାବି ଫିଟାଇ ମେଳଣ କରାଯାଉ

ମାଲକାନଗିରି: କାଲିମେଳା ବେଜେଙ୍ଗିଓ୍ୱାଡ଼ା ଗାଁରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର; ବେକରେ ଓଢ଼ଣୀ ଗୋଡ଼ା ହୋଇଛି, ଡ୍ରେସ୍ ଚିରା ହୋଇଛି, ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ, ସୋମବାରରୁ ନିଖୋଜ ଥିଲେ