ଫୁଲବାଣୀ: ଜଙ୍ଗଲୀ ରାସ୍ତାରେ ଘରକୁ ଫେରିବା ବେଳେ ଦିବ୍ୟାଙ୍ଗ ବାପା ଆଗରୁ ନାବାଳିକା ଝିଅକୁ ଟେକିନେଇ ଗଣଦୁଷ୍କର୍ମ, ଜାତି ପ୍ରମାଣପତ୍ର ପାଇଁ ବାପଝିଅ ଦାରିଙ୍ଗିବାଡ଼ି ଯାଇଥିଲେ, ଦାରିଙ୍ଗିବାଡ଼ିରୁ ପର୍ତ୍ତମାହା ଦେଇ ଘରକୁ ଫେରିବା ବାଟରେ ଗଣଦୁଷ୍କର୍ମ, ଗଣଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତ ନାବାଳକ ହୋଇଥିବା ସୂଚନା