ବଡ଼ଓଷା ପାଇଁ ଚଳଚଞ୍ଚଳ ଶୈବପୀଠ ଧବଳେଶ୍ୱର

dhabaleswar

ଆଠଗଡ଼: ପବିତ୍ର ପଞ୍ଚକ ବ୍ରତର ଆଜି ଦ୍ୱିତୀୟ ଦିନ। ଏଥିପାଇଁ ଚଳଞ୍ଚଳ କଟକର ଧବଳେଶ୍ୱର ପୀଠ। ଆଜି ମହାଦେବଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା। ଆଜି ଦ୍ୱିତୀୟ ପଞ୍ଚକ ହୋଇଥିବା ବେଳେ ମହାଦେବଙ୍କ ପୀଠରେ ଗତକାଲି ପାଳିତ ହୋଇଥିଲା ଦ୍ୱିତୀୟ ପଞ୍ଚକ। ବଡ଼ ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ପ୍ରଭୁ ଧବଳେଶ୍ୱର। ମହାଦେବଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଧବଳେଶ୍ୱର ପୀଠରେ ବଡ଼ଓଷା ପାଇଁ ବ୍ୟାପକ ପ୍ରସ୍ତୁତି ସହିତ ମନ୍ଦିର ପ୍ରଶାସନ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Previous ArticleNext Article

Send this to a friend