ଭୁବନେଶ୍ୱର: ୪ ଲୁଟେରା ଗିରଫ, ୧୩ଟି ମୋବାଇଲ ଜବତ

mobile-looters-640x512

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ୪ ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିବା ସହିତ ୧୩ଟି ମୋବାଇଲ ଓ ଦୁଇ ବାଇକ୍‌ ଜବତ କରିଛି। ଗିରଫ ଲୁଟେରାମାନେ ହେଲେ ମଞ୍ଚେଶ୍ୱର ଭଟ୍ଟପଡ଼ାର ଅକ୍ଷୟ ବେହେରା, ଗୁରୁ ବେହେରା, ସିଦ୍ଧାନ୍ତ ନାୟକ ଓ କେଦାରପଲ୍ଲୀର ବିଶ୍ୱଜିତ ନାୟକ। ଏମାନେ ଜାତୀୟ ରାଜପଥ ସମେତ ଖାରବେଳନଗର, ସହିଦ୍‌ନଗର, କ୍ୟାପିଟାଲ ଥାନା ଓ ମଞ୍ଚେଶ୍ୱର ଅଞ୍ଚଳରୁ ମୋବାଇଲ ଲୁଟ୍‌ କରୁଥିଲେ।

Previous ArticleNext Article

Send this to a friend