ଭବାନୀପାଟଣା: ସଡ଼କ ଦୁର୍ଘଟଣାରେ ବର ଓ କନ୍ୟା ସହ ୪ ଗୁରୁତର

accident

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼-କଲମପୁର ରାସ୍ତାରେ ବଙ୍କାପଲା ନିକଟରେ  ଏକ ସଡ଼କ ଦୁର୍ଘଟଣାରେ ବର ଓ କନ୍ୟା ସହ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାହାଘର ପରେ ସମସ୍ତେ ବର ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Previous ArticleNext Article

Send this to a friend