ବଲାଙ୍ଗିର: ୨ଟି ହାତୀଙ୍କ ମୃତଦେହ ଉଦ୍ଧାର

elephant

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବକ୍‌ଟି ଗାଁ ନିକଟ ଧାନ କ୍ଷେତରୁ ଆଜି ୨ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ମାଈ ଓ ଗୋଟିଏ ଛୁଆ ଅଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

କେଉଁ କାରଣରୁ ହାତୀ ଦୁଇଟିର ମୃତ୍ୟୁ ଘଟିଲା ସ୍ପଷ୍ଟ ହୋଇନାହିଁ।

Previous ArticleNext Article

Send this to a friend