ଟ୍ରେନ ଧକ୍କାରେ ହାତୀ ମୃତ

elephant

ବଣାଇ: ଟ୍ରେନ୍‌ ଧକ୍କାରେ ହାତୀ ମୃତ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜ ଅନ୍ତର୍ଗତ ବିମଳାଗଡ଼ ନିକଟରେ। ଆଜି ସକାଳେ ହାତୀଟି ରେଳ ଲାଇନ୍ ପାର ହେବା ବେଳେ ଏକ ଟ୍ରେନ୍ ତାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ଘଟିଥିଲା। ହାତୀଟିର ବୟସ ୧୨ ବର୍ଷ ବୋଲି ଅନୁମାନ କରାଯାଉଛି।

SHARE THIS

RELATED ARTICLES

LEAVE COMMENT