ନୂଆ ବ୍ଲକ୍ ଘୋଷଣା ଦାବିରେ ବାଉଁଶୁଣୀ ବନ୍ଦ

bandh

ବୌଦ୍ଧ: ବାଉଁଶୁଣୀକୁ ନୂଆ ବ୍ଲକ୍ ଘୋଷଣା କରିବା ସମେତ ୬ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ବାଉଁଶୁଣୀ ବନ୍ଦ ଡାକାରା ଦିଆଯାଇଥିଲା। ୧୨ଟି ପଞ୍ଚାୟତର ଜନସାଧାରଣଙ୍କ ସହ ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ଲୋକେ ଏନ୍‌ଏଚ୍-୫୭ ମଧ୍ୟ ଅବରୋଧ କରିଥିଲେ।

Previous ArticleNext Article

Send this to a friend