ଛାତ୍ର ସଂସଦ ନିର୍ବାଚନୀ ହିଂସା: କଟକର ସିଟି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟର ଗଣ୍ଡଗୋଳ, ଯାଜପୁରରେ ଜଣେ ପ୍ରାର୍ଥୀଙ୍କୁ ଅପହରଣ  

କଟକ/ଯାଜପୁର: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି କଟକ ନେତାଜୀ ମେମୋରିଆଲ୍ ସିଟି କଲେଜରେ ଆଜି ରାତିରେ ଦେଖାଯାଇଛି ଉତ୍ତେଜନା। ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀର ଛାତ୍ର ଆଜି ବାଦାମବାଡ଼ି ଥାନା ଘେରାଉ କରିଛନ୍ତି। ଅପରଗୋଷ୍ଠୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଛାତ୍ରମାନେ ଥାନା ଘେରାଉ କରିବା ସହ ବାଦାମବାଡ଼ି ଛକରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସେହିପରି ଯାଜପୁରରୋଡ୍ ସ୍ଥିତ […]

ctc

ctc

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 05:38 PM IST

Sports

Latest News

କଟକ/ଯାଜପୁର: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି କଟକ ନେତାଜୀ ମେମୋରିଆଲ୍ ସିଟି କଲେଜରେ ଆଜି ରାତିରେ ଦେଖାଯାଇଛି ଉତ୍ତେଜନା। ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀର ଛାତ୍ର ଆଜି ବାଦାମବାଡ଼ି ଥାନା ଘେରାଉ କରିଛନ୍ତି। ଅପରଗୋଷ୍ଠୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଛାତ୍ରମାନେ ଥାନା ଘେରାଉ କରିବା ସହ ବାଦାମବାଡ଼ି ଛକରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

ସେହିପରି ଯାଜପୁରରୋଡ୍ ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ କଲେଜରେ ମଧ୍ୟ ଆଜି ରାତିରେ ଦେଖାଯାଇଛି ନିର୍ବାଚନୀ ହିଂସା। ଏଠାରେ ଜଣେ ପ୍ରାର୍ଥୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story