ମୃର୍ତ୍ତିକା ଲିମିଟେଡ୍‌ ସଂପ୍ରସାରଣ ନେଇ ଜନଶୁଣାଣି ବେଳେ ଉତ୍ତେଜନା

chatrapur

ଛତ୍ରପୁର: ଛତ୍ରପୁର ମାଟିଖାଲରେ ଥିବା ଭାରତୀୟ ବିରଳ ମୃର୍ତ୍ତିକା ଲିମିଟେଡ୍‌ ସଂପ୍ରସାରଣ ନେଇ ଚାଲିଥିବା ଜନଶୁଣାଣି ବେଳେ ଆଜି ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ କରାଯାଉଥିବା ଏହି ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଫଳରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା।

ଏଠାରେ ଏକ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ଜନ ଶୁଣାଣି କରାଯାଉଥିଲା।

Previous ArticleNext Article

Send this to a friend