ମୃର୍ତ୍ତିକା ଲିମିଟେଡ୍‌ ସଂପ୍ରସାରଣ ନେଇ ଜନଶୁଣାଣି ବେଳେ ଉତ୍ତେଜନା

ଛତ୍ରପୁର: ଛତ୍ରପୁର ମାଟିଖାଲରେ ଥିବା ଭାରତୀୟ ବିରଳ ମୃର୍ତ୍ତିକା ଲିମିଟେଡ୍‌ ସଂପ୍ରସାରଣ ନେଇ ଚାଲିଥିବା ଜନଶୁଣାଣି ବେଳେ ଆଜି ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ କରାଯାଉଥିବା ଏହି ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଫଳରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା। ଏଠାରେ ଏକ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ଜନ ଶୁଣାଣି କରାଯାଉଥିଲା।

chatrapur

chatrapur

Rakesh Mallick
  • Published: Tuesday, 06 December 2016
  • Updated: 06 December 2016, 06:37 PM IST

Sports

Latest News

ଛତ୍ରପୁର: ଛତ୍ରପୁର ମାଟିଖାଲରେ ଥିବା ଭାରତୀୟ ବିରଳ ମୃର୍ତ୍ତିକା ଲିମିଟେଡ୍‌ ସଂପ୍ରସାରଣ ନେଇ ଚାଲିଥିବା ଜନଶୁଣାଣି ବେଳେ ଆଜି ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ କରାଯାଉଥିବା ଏହି ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଫଳରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା।

ଏଠାରେ ଏକ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ଜନ ଶୁଣାଣି କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story