ନରସିଂହପୁରରେ ୩୦ ବଖରା ପାଉଁଶ

narasinghapu-fire

କଟକ: କଟକ ଜିଲ୍ଲା ନରସିଂହପୁର ଚଷାବାରବାଟୀ ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୦ ବଖରା ପାଉଁଶ ହୋଇଯାଇଛି। ବାଲିଝରି ଓ ନରସିଂହପୁରରୁ ଅଗ୍ନିଶମ କର୍ମଚାରୀମାନେ ଯାଇ ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

Previous ArticleNext Article