ବ୍ରହ୍ମଗିରି: ହେଟାର ମୃତଦେହ ଉଦ୍ଧାର

hata-bhagha

ବ୍ରହ୍ମଗିରି: ବ୍ରହ୍ମଗିରି ରେଞ୍ଜ ଅନ୍ତର୍ଗତ ମୋଟ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବନ ବିଭାଗ କର୍ମଚାରୀ ଏକ ହେଟା ବାଘର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। କେହି ବାଘଟିକୁ ପିଟି ମାରି ଦେଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂରେ ଯାଇଥିବା ବେଳେ ହେଟାର ମୃତଦେହ ଠାବ କରିଥିଲେ।

Previous ArticleNext Article

Send this to a friend