୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର: ଆସନ୍ତା ୨୪ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ। ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ରଙ୍ଗାରଙ୍ଗ ସାଂସକୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ୧୯୯୬ରୁ ଅନୁଷ୍ଠିତ ହୋଇଆସୁଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଚଳିତ ଥର ମୁମ୍ବାଇର କୁନାଲ ଗାଞ୍ଜେୱାଲା,ନୀତି ମୋହନ, କେକେ ଓ ପ୍ରତିଭା ସିଂ ପ୍ରମୁଖ ସଂଗୀତ ପରିବେଷଣ […]

gopalpur

gopalpur

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 06:28 PM IST

ବ୍ରହ୍ମପୁର: ଆସନ୍ତା ୨୪ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ। ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ରଙ୍ଗାରଙ୍ଗ ସାଂସକୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ୧୯୯୬ରୁ ଅନୁଷ୍ଠିତ ହୋଇଆସୁଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଚଳିତ ଥର ମୁମ୍ବାଇର କୁନାଲ ଗାଞ୍ଜେୱାଲା,ନୀତି ମୋହନ, କେକେ ଓ ପ୍ରତିଭା ସିଂ ପ୍ରମୁଖ ସଂଗୀତ ପରିବେଷଣ କରିବେ। ସେହିପରି ପଲିଶ୍ରୀ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ୧୫୦ଟି ଷ୍ଟଲ୍ ଲାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story