ଗୁରୁ ବନ୍ଦନା କରି ଶ୍ରଦ୍ଧାସୁମନ ଅର୍ପଣ କଲେ ଛାତ୍ରଛାତ୍ରୀ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ନୂଆବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶୁଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଯାଇଛି। ଭଦ୍ରକ ସ୍ଥିତ ଶିଶୁ ମନ୍ଦିରରେ ସକାଳେ ଛାତ୍ରଛାତ୍ରୀମାନେ ଗୁରୁଜୀ ଗୁରୁମାମାନଙ୍କୁ ଧୂପଦୀପ ଦେଇ ବନ୍ଦାପନା କରି ପୂଜା କରିଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁଦିବସ ପାଳନ ହୋଇଛି।

Previous ArticleNext Article

Send this to a friend