ଫିଟ୍‌ନେସ୍‌ ନ ଥିବା ବସ୍‌କୁ ଜବତ କଲା ପରିବହନ ବିଭାଗ

lamtaput

ଲମତାପୁଟ: ପରମିଟ୍‌ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନଥିବା ଅଭିଯୋଗରେ ଝାରସୁଗୁଡ଼ା ଆଞ୍ଚଳିକ ପରିବହନ ବିଭାଗ ଆଜି ‘ଜୟ ମାତାଦି’ ନାମକ ଏକ ଘରୋଇ ବସ୍‌କୁ ଜବତ କରିଛି। ବସ୍‌ ନଂ.(ସିଜି୧୩-ଏ-୯୯୦୧)। ବସ୍‌ଟି ଛତିଶଗଡ଼ ରାଜ୍ୟର ବୋଲି ଜଣାପଡ଼ିଛି।

ବସଟି ଛତିଶଗଡ଼ରୁ ଯାତ୍ରୀ ଧରି ଓଡ଼ିଆ ଆସୁଥିବା ବେଳେ ପରିବହନ ବହନ ବିଭାଗ ବସ୍‌ଟିକୁ କନକତୋରା ଅଞ୍ଚଳରୁ ଜବତ କରିଥିଲା।

Previous ArticleNext Article

Send this to a friend