କୋରାପୁଟ-ଜୟପୁର ଘାଟିରେ ଓଲଟିଲା ବସ୍‌

accident

ଜୟପୁର:  କୋରାପୁଟ-ଜୟପୁର ଘାଟିରେ ବସ୍ ଖସି ୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଓଏସ୍‌ଆର୍‌ଟିସି ବସ୍‌ଟି ବ୍ରହ୍ମପୁରରୁ ଉମରକୋଟ୍ ଯାଉଥିଲା । ବସ୍‌ଟି ଭାରସାମ୍ୟ ହରାଇ ଘାଟିରେ ଖସି ପଡ଼ିଥଲା।

Previous ArticleNext Article

Send this to a friend