ପାରାଦୀପ ବନ୍ଦରରେ ଷ୍ଟିଭେଡରିଂ ବିବାଦ: ଦ୍ୱିପାକ୍ଷିକ ଆଲୋଚନା ବିଫଳ, ପଣ୍ୟ ପରିବହନ ନେଇ ଅଚଳାବସ୍ଥା ଜାରୀ

ପାରଦୀପ: ଷ୍ଟିଭେଡରିଂ ବିବାଦ ନେଇ ଦେଖା ଦେଇଥିବା ବିବାଦ ଏବେ ବି ଲାଗି ରହିଛି। ଶୁକ୍ରବାର ଷ୍ଟିଭେଡରିଂ ଆସୋସିଏଶନ୍ ନେତୃତ୍ୱରେ ପ୍ରାୟ ୧୦ଟି ସଂଗଠନ ଦେଇଥିବା ଦାବିପତ୍ର ନେଇ ଅପରାହ୍ନରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏଥିରେ ସମସ୍ତ ଷ୍ଟାକ୍ ହୋଲଡର ଯୋଗଦେବା ସହ ସିୱେଜ ଓ ଜିନ୍ଦଲ୍ କମ୍ପାନୀର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପ୍ରାୟ ୨ଘଣ୍ଟା […]

paradeep

paradeep

Rakesh Mallick
  • Published: Friday, 18 September 2015
  • Updated: 19 September 2015, 03:24 AM IST

Sports

Latest News

paradeepପାରଦୀପ: ଷ୍ଟିଭେଡରିଂ ବିବାଦ ନେଇ ଦେଖା ଦେଇଥିବା ବିବାଦ ଏବେ ବି ଲାଗି ରହିଛି। ଶୁକ୍ରବାର ଷ୍ଟିଭେଡରିଂ ଆସୋସିଏଶନ୍ ନେତୃତ୍ୱରେ ପ୍ରାୟ ୧୦ଟି ସଂଗଠନ ଦେଇଥିବା ଦାବିପତ୍ର ନେଇ ଅପରାହ୍ନରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏଥିରେ ସମସ୍ତ ଷ୍ଟାକ୍ ହୋଲଡର ଯୋଗଦେବା ସହ ସିୱେଜ ଓ ଜିନ୍ଦଲ୍ କମ୍ପାନୀର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଷ୍ଟିଭେଡରିଂ ଆସୋସିଏଶନ, ଅକ୍ୟୁପମେଣ୍ଟ ଆସୋସିଏଶନ୍, ଡ୍ରମ୍ପର ମାଲିକ ସଂଘ ସହ ସିୱେଜ ଓ ଜିନ୍ଦଲ୍ କମ୍ପାନୀ ଅଧିକାରୀମାନେ ନିଜ ଜିଦରେ ଅଟଳ ରହିଥିଲେ । ଫଲରେ ଏହି ଆଲୋଚନା ବିଫଳ ହୋଇଯାଇଥିଲା । ଏପରିସ୍ଥିତିରେ ପଣ୍ୟ ପରିବହନ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବା ନେଇ ଯେଉଁ ଆଶା ଦେଖାଦେଇଥିଲା ତାହା ମଉଳି ଯାଇଛି ।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିୱେଜ ସିପିଂର ଜିଏମ ମହେନ୍ଦ୍ର ସ୍ୱାଇଁ କହିଛନ୍ତି, ଆଜି ଯେଉଁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା ଏଥିରେ ଏକ ରାକେଟ କାମ କରୁଛି । ଓଏସ୍ଏଲ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହି ବିକ୍ଷୋଭ କରିଛନ୍ତି । ଆମେ ବନ୍ଦରର ନୀତି ନିୟମ ଅନୁସାରେ କାମ କରୁଛୁ ବୋଲି ସେ କହିଛନ୍ତି । ଅତରିକ୍ତ ଜିଲ୍ଲପାଳ ରାମକୃଷ୍ଣ ସାହୁ କହିଛନ୍ତି ବନ୍ଦର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ବନ୍ଦର କର୍ତ୍ତୃପକ୍ଷଙ୍କର । ଏଥିରେ ଜିଲ୍ଲା ପ୍ରଶାସନର କୌଣସି ହସ୍ତକ୍ଷେପ କରିବାର ନାହିଁ। କେବଳ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟି ରଖିବା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଓ ପୋଲିସର । ଯଦିଓ ବୈଠକରେ ସେପରି କିଛି ନିଷ୍ପତ୍ତି ହୋଇନାହିଁ ତଥାପି ଉଭୟପକ୍ଷ ଶାନ୍ତିପୂର୍ଣ୍ଣ ରକ୍ଷା କରି କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସାହୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story